ଏକୋନୋବିଂଶର ସନ୍ଧିବିଚ୍ଛେଦ କ’ଣ ହେବ ?
ପଦର ଅନ୍ତଃସ୍ଥିତ ବିସର୍ଗ ପରେ ଚ ବା ଛ ଥିଲେ ବିସର୍ଗ ସ୍ଥାନରେ କଣ ହୁଏ ?
ଉ, ଊ ପରେ ଉ , ଊ ଭିନ୍ନ ଅନ୍ୟ ସ୍ଵରବର୍ଣ୍ଣ ଥିଲେ ଉ , ଊ ସ୍ଥାନରେ କଣ ହୁଏ ?
ଇ , ଈ ପରେ ଇ , ଈ ଭିନ୍ନ ଅନ୍ୟ ସ୍ଵରବର୍ଣ୍ଣ ଥିଲେ ଇ , ଈ ସ୍ଥାନରେ କଣ ହୁଏ ?
ମାତୃ + ଅନୁମତି ଶବ୍ଦ ମିଳିତ ହୋଇ କେଉଁ ଶବ୍ଦ ଗଠିତ ହେବ ?