ତ୍ଵଗିନ୍ଦ୍ରିୟର ସନ୍ଧିବିଚ୍ଛେଦ କ’ଣ ହେବ ?
ପଦର ଅନ୍ତଃସ୍ଥିତ ବିସର୍ଗ ପରେ ଚ ବା ଛ ଥିଲେ ବିସର୍ଗ ସ୍ଥାନରେ କଣ ହୁଏ ?
ଟ ବା ଠ ପରେ ଥିଲେ ପୂର୍ବପଦର ଅନ୍ତଃସ୍ଥିତ ବିସର୍ଗ ସ୍ଥାନରେ କ’ଣ ହୁଏ ?
ଉ, ଊ ପରେ ଉ , ଊ ଭିନ୍ନ ଅନ୍ୟ ସ୍ଵରବର୍ଣ୍ଣ ଥିଲେ ଉ , ଊ ସ୍ଥାନରେ କଣ ହୁଏ ?
ତ୍ ବା ଦ୍ ପରେ ଚ ବା ଛ ଥିଲେ ତ୍ ବା ଦ୍ ସ୍ଥାନରେ କଣ ହୁଏ ?