ବୃହଚ୍ଛତ୍ରର ସନ୍ଧିବିଚ୍ଛେଦ କିପରି ହେବ ?
ତ୍ ବା ଦ୍ ପରେ ଚ ବା ଛ ଥିଲେ ତ୍ ବା ଦ୍ ସ୍ଥାନରେ କଣ ହୁଏ ?
ଯେଉଁ ବର୍ଗର ବର୍ଣ୍ଣ ପରେ ଥାଏ ଅନ୍ତସ୍ଥିତ ମ୍ ସ୍ଥାନରେ ସେହି ବର୍ଗର କେଉଁ ବର୍ଣ୍ଣ ହୁଏ ?
ପଦର ଅନ୍ତଃସ୍ଥିତ ବିସର୍ଗ ପରେ ଚ ବା ଛ ଥିଲେ ବିସର୍ଗ ସ୍ଥାନରେ କଣ ହୁଏ ?
ଟ ବା ଠ ପରେ ଥିଲେ ପୂର୍ବପଦର ଅନ୍ତଃସ୍ଥିତ ବିସର୍ଗ ସ୍ଥାନରେ କ’ଣ ହୁଏ ?
ତ୍ ବା ଦ୍ ପରେ ଡ ବା ଢ଼ ଥିଲେ ତ୍ ବା ଦ୍ ସ୍ଥାନରେ କଣ ହେବ ?
ଟ ବା ଠ ପରେ ଥିଲେ ପୂର୍ବପଦର ଅନ୍ତଃସ୍ଥିତ ବିସର୍ଗ ସ୍ଥାନରେ କ’ଣ ହୁଏ ?