ଲଘୂର୍ମ୍ମିର ସନ୍ଧିବିଚ୍ଛେଦ କିପରି ହେବ ?
ତ୍ ବା ଦ୍ ପରେ ଡ ବା ଢ଼ ଥିଲେ ତ୍ ବା ଦ୍ ସ୍ଥାନରେ କଣ ହେବ ?
ଉ, ଊ ପରେ ଉ , ଊ ଭିନ୍ନ ଅନ୍ୟ ସ୍ଵରବର୍ଣ୍ଣ ଥିଲେ ଉ , ଊ ସ୍ଥାନରେ କଣ ହୁଏ ?
ଇ , ଈ ପରେ ଇ , ଈ ଭିନ୍ନ ଅନ୍ୟ ସ୍ଵରବର୍ଣ୍ଣ ଥିଲେ ଇ , ଈ ସ୍ଥାନରେ କଣ ହୁଏ ?
ମାତୃ + ଅନୁମତି ଶବ୍ଦ ମିଳିତ ହୋଇ କେଉଁ ଶବ୍ଦ ଗଠିତ ହେବ ?