ମହତ୍ + ହାସ୍ୟ ମିଳିତ ହୋଇ କେଉଁ ଶବ୍ଦ ଗଠିତ ହୁଏ ?
ମାତୃ + ଅନୁମତି ଶବ୍ଦ ମିଳିତ ହୋଇ କେଉଁ ଶବ୍ଦ ଗଠିତ ହେବ ?
ତ୍ ବା ଦ୍ ପରେ ଚ ବା ଛ ଥିଲେ ତ୍ ବା ଦ୍ ସ୍ଥାନରେ କଣ ହୁଏ ?
ଯେଉଁ ବର୍ଗର ବର୍ଣ୍ଣ ପରେ ଥାଏ ଅନ୍ତସ୍ଥିତ ମ୍ ସ୍ଥାନରେ ସେହି ବର୍ଗର କେଉଁ ବର୍ଣ୍ଣ ହୁଏ ?
ପଦର ଅନ୍ତଃସ୍ଥିତ ବିସର୍ଗ ପରେ ଚ ବା ଛ ଥିଲେ ବିସର୍ଗ ସ୍ଥାନରେ କଣ ହୁଏ ?