ସାର + ଅଙ୍ଗ ମିଳିତ ହେଲେ କେଉଁ ଶବ୍ଦ ସୃଷ୍ଟି ହେବ ?
ତ୍ ବା ଦ୍ ପରେ ଡ ବା ଢ଼ ଥିଲେ ତ୍ ବା ଦ୍ ସ୍ଥାନରେ କଣ ହେବ ?
ସାର + ଅଙ୍ଗ ମିଳିତ ହେଲେ କେଉଁ ଶବ୍ଦ ସୃଷ୍ଟି ହେବ ?
ଲଘୂର୍ମ୍ମିର ସନ୍ଧିବିଚ୍ଛେଦ କିପରି ହେବ ?
ଏକୋନୋବିଂଶର ସନ୍ଧିବିଚ୍ଛେଦ କ’ଣ ହେବ ?
ମହୋର୍ମ୍ମିର ସନ୍ଧିବିଚ୍ଛେଦ ଲେଖ ?
ଅଧମର୍ଣ୍ଣର ସନ୍ଧିବିଚ୍ଛେଦ କଣ ହେବ ?
ଦେବୀ + ଉପଦେଶ ମିଶି କେଉଁ ଶବ୍ଦ ଗଠିତ ହୋଇଛି ?
ତ୍ ବା ଦ୍ ପରେ ଡ ବା ଢ଼ ଥିଲେ ତ୍ ବା ଦ୍ ସ୍ଥାନରେ କଣ ହେବ ?
ପତଞ୍ଜଳିର ସନ୍ଧିବିଚ୍ଛେଦ କଣ ହେବ ?
ଧନୁଃ + ପାଣି ଯୁକ୍ତ ହୋଇ କେଉଁ ଶବ୍ଦ ଗଠିତ ହେବ ?
ଶିରୋଧାର୍ଯ୍ୟର ସନ୍ଧିବିଚ୍ଛେଦ କିପରି ହେବ ?
ବାଗୀଶର ସନ୍ଧିବିଛେଦ କ’ଣ ହେବ?
Not a member yet? Register now
Are you a member? Login now