ତ୍ ବା ଦ୍ ପରେ ଚ ବା ଛ ଥିଲେ ତ୍ ବା ଦ୍ ସ୍ଥାନରେ କଣ ହୁଏ ?
ଯେଉଁ ବର୍ଗର ବର୍ଣ୍ଣ ପରେ ଥାଏ ଅନ୍ତସ୍ଥିତ ମ୍ ସ୍ଥାନରେ ସେହି ବର୍ଗର କେଉଁ ବର୍ଣ୍ଣ ହୁଏ ?
ଉ, ଊ ପରେ ଉ , ଊ ଭିନ୍ନ ଅନ୍ୟ ସ୍ଵରବର୍ଣ୍ଣ ଥିଲେ ଉ , ଊ ସ୍ଥାନରେ କଣ ହୁଏ ?
ଇ , ଈ ପରେ ଇ , ଈ ଭିନ୍ନ ଅନ୍ୟ ସ୍ଵରବର୍ଣ୍ଣ ଥିଲେ ଇ , ଈ ସ୍ଥାନରେ କଣ ହୁଏ ?
ମାତୃ + ଅନୁମତି ଶବ୍ଦ ମିଳିତ ହୋଇ କେଉଁ ଶବ୍ଦ ଗଠିତ ହେବ ?