ଟ ବା ଠ ପରେ ଥିଲେ ପୂର୍ବପଦର ଅନ୍ତଃସ୍ଥିତ ବିସର୍ଗ ସ୍ଥାନରେ କ’ଣ ହୁଏ ?
ଟ ବା ଠ ପରେ ଥିଲେ ପୂର୍ବପଦର ଅନ୍ତଃସ୍ଥିତ ବିସର୍ଗ ସ୍ଥାନରେ କ’ଣ ହୁଏ ?
ପ୍ରକୃଷ୍ଟ ର ସନ୍ଧିବିଚ୍ଛେଦ କିପରି ହେବ ?
ଧନୁଃ + ପାଣି ଯୁକ୍ତ ହୋଇ କେଉଁ ଶବ୍ଦ ଗଠିତ ହେବ ?
ଶିରୋଧାର୍ଯ୍ୟର ସନ୍ଧିବିଚ୍ଛେଦ କିପରି ହେବ ?
ବାଗୀଶର ସନ୍ଧିବିଛେଦ କ’ଣ ହେବ?
ମହତ୍ + ହାସ୍ୟ ମିଳିତ ହୋଇ କେଉଁ ଶବ୍ଦ ଗଠିତ ହୁଏ ?
ଗୋ + ଅସ୍ଥି ମିଳିତ ହୋଇ କେଉଁ ଶବ୍ଦ ଗଠିତ ହୁଏ ?
ଗୁରୁ + ଆଦେଶ ମିଳିତ ହୋଇ କେଉଁ ଶବ୍ଦ ଗଠିତ ହେବ ?
ଅ ବା ଆ ପରେ ଋ ଥିଲେ , ଦୁହେଁ ମିଶି କଣ ହୁଅନ୍ତି ?
ସାର + ଅଙ୍ଗ ମିଳିତ ହେଲେ କେଉଁ ଶବ୍ଦ ସୃଷ୍ଟି ହେବ ?
ଲଘୂର୍ମ୍ମିର ସନ୍ଧିବିଚ୍ଛେଦ କିପରି ହେବ ?
Not a member yet? Register now
Are you a member? Login now