ପ୍ରାଙ୍ମୁଖର ସନ୍ଧିବିଚ୍ଛେଦ କିପରି ହେବ ?
ଯେଉଁ ବର୍ଗର ବର୍ଣ୍ଣ ପରେ ଥାଏ ଅନ୍ତସ୍ଥିତ ମ୍ ସ୍ଥାନରେ ସେହି ବର୍ଗର କେଉଁ ବର୍ଣ୍ଣ ହୁଏ ?
ତ୍ ବା ଦ୍ ପରେ ଡ ବା ଢ଼ ଥିଲେ ତ୍ ବା ଦ୍ ସ୍ଥାନରେ କଣ ହେବ ?
ପଦର ଅନ୍ତଃସ୍ଥିତ ବିସର୍ଗ ପରେ ଚ ବା ଛ ଥିଲେ ବିସର୍ଗ ସ୍ଥାନରେ କଣ ହୁଏ ?
ପ୍ରାଙ୍ମୁଖର ସନ୍ଧିବିଚ୍ଛେଦ କିପରି ହେବ ?
ଯେଉଁ ବର୍ଗର ବର୍ଣ୍ଣ ପରେ ଥାଏ ଅନ୍ତସ୍ଥିତ ମ୍ ସ୍ଥାନରେ ସେହି ବର୍ଗର କେଉଁ ବର୍ଣ୍ଣ ହୁଏ ?
ମହୋର୍ମ୍ମିର ସନ୍ଧିବିଚ୍ଛେଦ ଲେଖ ?
ଅଧମର୍ଣ୍ଣର ସନ୍ଧିବିଚ୍ଛେଦ କଣ ହେବ ?
ଦେବୀ + ଉପଦେଶ ମିଶି କେଉଁ ଶବ୍ଦ ଗଠିତ ହୋଇଛି ?
ତ୍ ବା ଦ୍ ପରେ ଡ ବା ଢ଼ ଥିଲେ ତ୍ ବା ଦ୍ ସ୍ଥାନରେ କଣ ହେବ ?
ପତଞ୍ଜଳିର ସନ୍ଧିବିଚ୍ଛେଦ କଣ ହେବ ?
ସମ୍ରାଟର ସନ୍ଧିବିଚ୍ଛେଦ କଣ ହେବ ?
ଏକୋନୋବିଂଶର ସନ୍ଧିବିଚ୍ଛେଦ କ’ଣ ହେବ ?
ତ୍ଵଗିନ୍ଦ୍ରିୟର ସନ୍ଧିବିଚ୍ଛେଦ କ’ଣ ହେବ ?
ପଦର ଅନ୍ତଃସ୍ଥିତ ବିସର୍ଗ ପରେ ଚ ବା ଛ ଥିଲେ ବିସର୍ଗ ସ୍ଥାନରେ କଣ ହୁଏ ?
Not a member yet? Register now
Are you a member? Login now