(୨୩) ରାଧାଙ୍କର ବିବାହ କାହା ସହ ସମ୍ପନ୍ନ ହୋଇଥିଲା ?
(୨୬) ସ୍ତ୍ରୀ ଓ ପୁରୁଷ ଉଭୟେ ନିଜ ନିଜର ଯୋଗ୍ୟ ହେଲେ ସେମାନଙ୍କ ମଧ୍ୟରେ କେଉଁ ପ୍ରକାର ସୁଖ ବଢ଼ିଥାଏ ?
ବାଲାର କୀର୍ତ୍ତି କାହାପରି ଆମର ହୃଦ କୁସୁମକୁ ଆନନ୍ଦ ପ୍ରଦାନ କରୁ ବୋଲି କବି କହିଛନ୍ତି ?
(୧) କବି ଅଭିମନ୍ୟୁ ସାମନ୍ତସିଂହାର ବିଦଗ୍ଧ ଚିନ୍ତାମଣିର କେଉଁ ଛାନ୍ଦରେ ଶ୍ରୀରାଧାଙ୍କ ଜନ୍ମ , ଲକ୍ଷଣ ଓ ସୌନ୍ଦର୍ଯ୍ୟ ଇତ୍ୟାଦି ବର୍ଣ୍ଣନା କରିଛନ୍ତି ?