ସୂର୍ଯ୍ୟ ମଣ୍ଡଳର ତତ୍ତ୍ଵ ଓ ମହିମା ‘ ବଳରାମ ଦାସ ବିରାଟ ଗୀତା ର କେଉଁ ଅଧ୍ୟାୟ ରେ ବର୍ଣ୍ଣନା କରିଛନ୍ତି ?
ବିରାଟ ଗୀତା’ ର କେଉଁ ଅଧ୍ୟାୟ ରେ ବଳରାମ ଦାସ ସପ୍ତ ବ୍ରହ୍ମାଣ୍ଡ ତତ୍ତ୍ଵ ବର୍ଣ୍ଣନା କରିଛନ୍ତି?
ବଳରାମ ଦାସଙ୍କ କେଉଁ ରଚନା ରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଅକ୍ଷର ଭେଦ କଥା କହିଛନ୍ତି ବା ୫୪ ଟି ଅକ୍ଷର ର ତାତ୍ତ୍ୱିକ ବ୍ୟାଖ୍ୟା କରିଛନ୍ତି?
ବଳରାମ ଦାସଙ୍କ କେଉଁ ଲେଖାଟି ସିଧାନ୍ତ ଡମ୍ବର ନାମରେ ପରିଚିତ?
ପ୍ରଳୟ ତତ୍ତ୍ଵ ‘ ବିରାଟ ଗୀତା ‘ ର କେଉଁ ଅଧ୍ୟାୟ ରେ ବର୍ଣ୍ଣିତ ?
ସ୍ତ୍ରୀ ଓ ପୁରୁଷ ର ତତ୍ତ୍ଵ ବିରାଟ ଗୀତା ର କେଉଁ ଅଧ୍ୟାୟ ରେ ବର୍ଣ୍ଣିତ?
ବଳରାମ ଦାସ ଙ୍କ କେଉଁ ଲେଖାରେ ରାଧା କୃଷ୍ଣ ଙ୍କୁ ଭାଇ ଭଉ ଣୀ ଓ ଜିବ ପରମ ରୂପେ ବର୍ଣ୍ଣ ନା କରି ଛନ୍ତି??
ମୟୂର ଭଞ୍ଜ ସର୍ବକ୍ଷଣରୁ ନଗେନ୍ଦ୍ରନାଥ ବସୁ ପାଇ ଥିବା ପୋଥିଟିର ନାମ କଣ?
ବଳରାମ ଦାସ ଙ୍କ ‘ବିରାଟ ଗୀତା ‘ ରେ ବ୍ରହ୍ମଜ୍ଞାନ ସମ୍ବନ୍ଧୀୟ ପ୍ରଶ୍ନୋତ୍ତର କାହା କାହା ମଧ୍ୟରେ ହୋଇଛି?
ଚୈତନ୍ୟ ଭାଗବତ ଅନୁସାରେ ବଳରାମ ଦାସ ଙ୍କ ଜନ୍ମସ୍ଥାନ କେଉଁଠାରେ ?