ଅଭୀପ୍ସୁଗଣ,
SSB ODIA ନିମନ୍ତେ ଅନଲାଇନ କ୍ଲାସକୁ ସ୍ଵାଗତ । ଏହି ଶ୍ରେଣୀରେ ପାଠ୍ୟକ୍ରମର ପୁଙ୍ଖାନୁପୁଙ୍ଖ ଆଲୋଚନା ସହ ସନ୍ଦେହ ମୁକ୍ତି (Doubt clear), ପୂର୍ବ ପରୀକ୍ଷାଗୁଡ଼ିକର ପ୍ରଶ୍ନପତ୍ର ଆଲୋଚନା, ସମ୍ଭାବିତ ପ୍ରଶ୍ନୋତ୍ତର ଆଲୋଚନା ଉପରେ ବିଶେଷ ଗୁରୁତ୍ଵ ଦିଆଯାଉଛି । ପରୀକ୍ଷା ହେବାସହ ଲିଖନଶୈଳୀରେ ପରୀକ୍ଷାର୍ଥୀ ଉନ୍ନତିନିମନ୍ତେ ପ୍ରଶିକ୍ଷଣ ଦିଆଯିବ । ଏହି ସୁବିଧାଗୁଡ଼ିକୁ ପାଇବାନିମନ୍ତେ ଯଥାଶୀଘ୍ର ନିମ୍ନସ୍ଥ ଫର୍ମ ପୂରଣ କରନ୍ତୁ ।
|| ଶୁଭେଚ୍ଛା ||
ଡ ଶୁଭଶ୍ରୀ ସମ୍ପଦା
ବି.ଦ୍ର –
- ତଳେ ଦିଆଯାଇଥିବା ଫୋନପେ (ନମ୍ବର 8763232327 ) କୋଡକୁ ସ୍କାନ କରି ଏହି ପାଠ୍ୟକ୍ରମର ଦେୟ ଜମା କରନ୍ତୁ ।
- ଜମା କରିବାପରେ additional information box ରେ ଜମା ବିବରଣୀ ଲେଖନ୍ତୁ ।
- ପେମେଣ୍ଟ ଅପ୍ସନରେ cod/ phone pay ଚୟନ କରି ନିଜ ଅର୍ଡର ନିଶ୍ଚିତ କରନ୍ତୁ |
କୋଣସି ସମସ୍ୟା ହେଲେ ଫୋନ୍ (8763232327 ) କରନ୍ତୁ |
Course Features
- Lectures 79
- Quizzes 27
- Duration Lifetime access
- Skill level All levels
- Language English
- Students 124
- Certificate No
- Assessments Self
10 Comments
Feel proud to be a student of Matru academy
ଆମ ପାଇଁ ଏତେ ସୁନ୍ଦର ଓ ପୁଙ୍ଖାନୁପୁଙ୍ଖ ଆଲୋଚନା କରୁଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ 🤗🤗❤❤💐💐🙏🙏🙏। ଆପଣଙ୍କ ପରି ଗୁରୁ ପାଇଥିବାରୁ ଆମେ ଗର୍ବିତ ।💐🙂🙂
Apananku amemane Gurumaa rupare pai nijaku dhanya manekaruchhu apananka padheiba saili atyanta uchakotira 🙏🙏🙏🙏
Very nice
🙏ଆପଣ ଆମ ପାଇଁ ଗୁରୁ ଶବ୍ଦର ସାର୍ଥକ ଅର୍ଥଟିଏ 💐🥰
ଯେବେ ସ୍ୱପ୍ନର ଅନ୍ଧାରି କକ୍ଷରେ ନିଜ ସ୍ବପ୍ନ ନିଜେ ଛୁଇଁବାର ଥିଲା , ଅନ୍ଧାର ଦେଖି ହାତସ ଲାଗୁଥିଲା, ସେବେ ଆପଣ ଆସି ଜାଳିଦେଇଛନ୍ତି ଆଶାର ଆଲୋକ ଶିଖାଟିଏ ।
ବୋଧ ହୁଏ ଆପଣ ଆମ ପାଇଁ ଏଇ ଜନ୍ମର ପରମ ସୌଭାଗ୍ୟ ।
🙏🙏ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ🙏🙏
💐💐💐💐💐💐💐💐
ଆତ୍ମତୃପ୍ତି ମୁଳକ ଆଲୋଚନା ଏବଂ ଅଧ୍ୟୟନ ପାଇଁ ଧନ୍ୟବାଦ Mam 🙏🙏
ବହୁତ୍ ସୁନ୍ଦର୍ ଉପସ୍ଥାପନା
Very nice
Very nice