ପାଠ୍ୟକ୍ରମ ବାବଦରେ:
ସ୍ନାତକ ଶ୍ରେଣୀରେ ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ବନ୍ଧୀୟ ପାଠଦାନ ନିମନ୍ତେ ଏହି ପାଠ୍ୟକ୍ରମଟି ପ୍ରସ୍ତୁତ ହୋଇଛି । ଏହି ପାଠ୍ୟକ୍ରମରେ ସଦ୍ୟତମ ଭାଷା–ସାହିତ୍ୟ ସମ୍ବନ୍ଧୀୟ ଜ୍ଞାନ ବ୍ୟବସ୍ଥା ଓ ଚଳନ୍ତି ସମୟର ଉପଯୋଗିତାକୁ ପୁରାଣ କରିବାକୁ ପ୍ରୟାସ କରାଯାଇଛି । ଏଥିରେ ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ମେଷ, ବିକାଶ ସହିତ ଏହାର ସାଂପ୍ରତିକ ସ୍ଥିତି, ବ୍ୟାକରଣ ଓ ଭାଷାତତ୍ତିକ ବୈଶିଷ୍ଟ୍ୟ ସଂପର୍କରେ ସବିଶେଷ ଧାରଣା ପ୍ରଦାନ କରାଯାଇଛି । ଏତତ୍ ବ୍ୟତୀତ ଓଡ଼ିଆ ସାହିତ୍ୟର ବ୍ୟାବହାରିକ ଦିଗ ଓ ମହତ୍ତ୍ଵ ପ୍ରତି ଏଥିରେ ସ୍ଥାନ ଦିଆଯାଇଛି ।
ପାଠ୍ୟଖସଡ଼ା
(Core Course – 1) ପ୍ରାଚୀନ ଓଡ଼ିଆ ସାହିତ୍ୟର ଇତିହାସ : (ଚର୍ଯ୍ୟାପଦଠାରୁ ପଞ୍ଚସଖା ପର୍ଯ୍ୟନ୍ତ)
- ୟୁନିଟ୍ – ୧ : ପ୍ରାକ୍-ସାରଳା ସାହିତ୍ୟ (ଚର୍ଯ୍ୟାଗୀତିକା ଓ ନାଥ ସାହିତ୍ୟ) ସାମାଜିକ, ଧାର୍ମିକ, ସାହିତ୍ୟିକ ଓ ଭାଷାତାୟିକ ମୂଲ୍ୟାୟନ ।
- ୟୁନିଟ୍ – ୨ : ସାରଳା ସାହିତ୍ୟର ସାମାଜିକ, ସାଂସ୍କୃତିକ ଓ ସାହିତ୍ୟିକ ମୂଲ୍ୟ
- ୟୁନିଟ୍ – ୩ : ବଳରାମ ଦାସ ଓ ଜଗନ୍ନାଥ ଦାସ (ବିଶେଷ ଅଧ୍ୟୟନ)
- ୟୁନିଟ୍ – ୪ : ଅନନ୍ତ ଦାସ, ଯଶୋବନ୍ତ ଦାସ ଓ ଅଚ୍ୟୁତାନନ୍ଦ ଦାସ (ବିଶେଷ ଅଧ୍ୟୟନ)
(Core Course – 2) ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟ | (ପ୍ରାରୀତି, ରୀତି ଓ ଗୀତି ସାହିତ୍ୟ)
- ୟୁନିଟ୍ – ୧ : ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ପୃଷ୍ଠଭୂମି (ସାମାଜିକ, ସାଂସ୍କୃତିକ, ରାଜନୀତିକ ଓ। ଧର୍ମୀୟ ପୃଷ୍ଠଭୂମି) ।
- ୟୁନିଟ୍ – ୨ : ମଧ୍ୟଯୁଗୀୟ କାବ୍ୟର ଆଙ୍ଗିକ ବୈଚିତ୍ରୀ (ବିଷୟ ବିନ୍ୟାସ, ଭାଷା, ଛନ୍ଦ ବୈଚିତ୍ରୀ, ବର୍ଧନା ବୈଚିତ୍ରୀ ଓ ଆକାରିକତା)
- ୟୁନିଟ୍ – ୩ : ମଧ୍ୟଯୁଗୀୟ କାବ୍ୟର ଆମିକ ବିଭବ (ରସ, ସୌନ୍ଦର୍ଯ୍ୟଚେତନା ଓ ଭାବାଦର୍ଶ)
- ୟୁନିଟ୍ – ୪ : ମଧ୍ୟଯୁଗୀୟ ଓଡ଼ିଆ ଗୀତି ପରମ୍ପରା (ପୂ, ଚଉପଦୀ, ଚଉତିଶା, ଭଜନ ଓ ଜଣାଣ)
ଶ୍ରେଣୀରେ ଯୋଗ ଦେବନିମନ୍ତେ କ୍ଲିକ୍ କରନ୍ତୁ ।
ପଞ୍ଜିକରଣ ନିମନ୍ତେ କ୍ଲିକ୍ କରନ୍ତୁ
Course Features
- Lectures 29
- Quizzes 0
- Duration 50 hours
- Skill level All levels
- Language ଓଡ଼ିଆ
- Students 13
- Certificate No
- Assessments Yes